ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା: ବିକ୍ରି ଶିଶୁକୁ ମାଆକୁ ହସ୍ତାନ୍ତର କଲା ଶିଶୁ ସୁରକ୍ଷା ବିଭାଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ନିକଟସ୍ଥ ସପ୍ତଧାରା ଗ୍ରାମରେ ଗତ କିଛି ଦିନ ତଳେ ଦାରିଦ୍ର୍ୟର ତାଡନାରେ ସୋମାନଥ ଖିଲ ନାମକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ବେଳେ ପରିବାରର ପ୍ରତିପୋଷଣ ପାଇଁ ନିଜର ଚାରି ମାସର ଶିଶୁକୁ ବିକ୍ରି କରିଦେଇଥିଲା ମା’। ତେବେ ଏହି ଘଟଣା ସାରା ଜିଲ୍ଲା ଏବଂ ରାଜ୍ୟକୁ ଚର୍ଚ୍ଚାର ପରିଧିକୁ ଆଣିଥିବା ବେଳେ ଶିଶୁ ସୁରକ୍ଷା ବିଭାଗ ଏବଂ ଚାଇଲ୍ଡ ଲାଇନ … Continue reading ଗୋବିନ୍ଦପାଲ୍ଲୀ ଶିଶୁ ବିକ୍ରି ଘଟଣା: ବିକ୍ରି ଶିଶୁକୁ ମାଆକୁ ହସ୍ତାନ୍ତର କଲା ଶିଶୁ ସୁରକ୍ଷା ବିଭାଗ